Subscribe
URL of the page has been copied to clipboard.
Meaning : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
Example : ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
Synonyms : ଅଧସ୍ତନ, ଅଧୀନ
Translation in other languages :हिन्दी
आज्ञा, अधिकार आदि में किसी के नीचे रहने वाला।
Meaning : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
Example : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
Synonyms : ଅଧସ୍ତନ, କନିଷ୍ଠ
जो पद, मर्यादा, योग्यता आदि में छोटा या दूसरों से घटकर हो।
Install App