Meaning : କୌଣସି କାମ, ଘଟଣା ଆଦି ଘଟିବା,କରିବା,ହେବା ଆଦିର କାରଣ ହେବା
Example :
ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଆପଣଙ୍କ ଅନୁତ୍ତୀର୍ଣ୍ଣ ହେବାର କାରଣ
Synonyms : କାରଣ ହେବା, ହେତୁହେବା
Translation in other languages :
* किसी काम, घटना आदि के घटने, करने, होने आदि का कारण होना।
अत्यधिक आत्मविश्वास ही आपके अनुत्तीर्ण होने का कारण है।