Subscribe
URL of the page has been copied to clipboard.
Meaning : ନିଜାମମାନଙ୍କ ଅଧିକାର
Example : ହାଇଦ୍ରାବାଦରେ ପ୍ରାୟ ଏକଶହ ପଚାଶ ବର୍ଷପର୍ଯ୍ୟନ୍ତ ନିଜାମୀ ଚାଲିଲା ଜଣେ ନିଜାମଙ୍କଠାରୁ ଅନ୍ୟଜଣେ ନିଜାମଙ୍କ ହାତକୁ ନିଜାମୀ ହସ୍ତାନ୍ତର ହୋଇଚାଲିଲା
Synonyms : ନିଜାମଦାରୀ
Translation in other languages :हिन्दी
निजामों का अधिकार।
Meaning : ନିଜାମଙ୍କର ବା ତାଙ୍କ ସହିତ ସମ୍ବନ୍ଧିତ
Example : କୃଷି ସମ୍ପର୍କୀୟ ନିଜାମୀୟ ବାର୍ତ୍ତା ପାଇ ଚାଷୀମାନଙ୍କର ହୋସ୍ ଉଡ଼ିଗଲା
Synonyms : ନିଜାମଙ୍କର, ନିଜାମୀୟ
निजाम का या उससे संबंधित।
Install App