Meaning : ଛୁଆଙ୍କର ଗୋଟିଏ ନାହି ପାଚିବା ରୋଗ
Example :
ସାମାନ୍ୟ ଅସାବଧାନତା ହେବା କାରଣରୁ ଶିଶୁଙ୍କର ନାହିପଚା ରୋଗ ହୋଇଯାଏ
Synonyms : ନାହିପଚା ରୋଗ
Translation in other languages :
बच्चों की नाभि पकने का एक रोग।
थोड़ी भी असावधानी होने पर छोटे बच्चों में नाभिपाक हो जाता है।