Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ନାମୀ from ଓଡ଼ିଆ dictionary with examples, synonyms and antonyms.

ନାମୀ   ବିଶେଷ୍ୟ

Meaning : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି

Example : ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ

Synonyms : ଖ୍ୟାତ, ଜଣାଶୁଣା, ପ୍ରସିଦ୍ଧ, ବିଖ୍ୟାତ


Translation in other languages :

A well-known or notable person.

They studied all the great names in the history of France.
She is an important figure in modern music.
figure, name, public figure

ନାମୀ   ବିଶେଷଣ

Meaning : ଯାହାଙ୍କୁ ଖ୍ୟାତି ମିଳିଛି

Example : ଲତା ମଙ୍ଗେଶକର ଜଣେ ପ୍ରସିଦ୍ଧ ଗାୟିକା

Synonyms : ଆଖ୍ୟାତ, ଖ୍ୟାତ, ନାମଜାଦା, ପ୍ରଖ୍ୟାତ, ପ୍ରସିଦ୍ଧ, ବିଖ୍ୟାତ


Translation in other languages :

Widely known and esteemed.

A famous actor.
A celebrated musician.
A famed scientist.
An illustrious judge.
A notable historian.
A renowned painter.
celebrated, famed, famous, far-famed, illustrious, notable, noted, renowned

Meaning : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି

Example : ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି

Synonyms : ଅଗ୍ରଗଣ୍ୟ, ଗଣମାନ୍ୟ, ଗୌରବାନ୍ୱିତ, ପ୍ରତିଷ୍ଠିତ, ମାନନୀୟ, ମାନ୍ୟ, ସମ୍ଭ୍ରାନ୍ତ, ସମ୍ମାନିତ


Translation in other languages :