Subscribe
URL of the page has been copied to clipboard.
Meaning : ଏକ ପ୍ରକାର ନାଟକ
Example : ଏହି ନାଟିକାରେ ମୋହନର ଅଭିନୟ ବହୁତ ଭଲଥିଲା
Translation in other languages :हिन्दी English
एक प्रकार का नाटक।
A theatrical performance of a drama.
Meaning : ଚାରି ଅଙ୍କ ବିଶିଷ୍ଟ ଏକ ଛୋଟ ନାଟକ
Example : ନାଟିକାରେ ସ୍ତ୍ରୀ ଚରିତ୍ର ଅଧିକ ଥାଆନ୍ତି
एक प्रकार का छोटा नाटक जिसमें चार अंक ही होते हैं।
A short play.
Meaning : ଛୋଟ ନାଟକ
Example : ରଙ୍ଗମଞ୍ଚରେ ଗୋଟିଏ ନାଟିକା ଅଭିନୀତ ହେଉଥିଲା
छोटा नाटक।
Meaning : ସମ୍ପୂର୍ଣ୍ଣ ଜାତିର ଏକ ରାଗିଣୀ
Example : ହମୀର ରାଗରୁ ନାଟିକାର ଉତ୍ପତ୍ତି ହୋଇଥିବାର ବିଶ୍ୱାସ କରାଯାଏ
सम्पूर्ण जाति की एक रागिनी।
Any of various fixed orders of the various diatonic notes within an octave.
Install App