Meaning : ପଶ୍ଚିମ ଆଫ୍ରିକାର ଏକ ଦେଶ
Example :
ସାହାରା ମରୁଭୂମିର ଅଧିକାଂଶ ଭାଗ ନାଇଜରରେ ରହିଛି
Synonyms : ନାଇଜର ଗଣରାଜ୍ୟ
Translation in other languages :
Meaning : ଗୋଟିଏ ନଦୀ
Example :
ନାଇଜର ଏକ ଆଫ୍ରିକୀୟ ନଦୀ ଯାହା ଆଟଲାଣ୍ଟିକ ମହାସାଗରରେ ପଡିଛି
Synonyms : ନାଇଜର ନଦୀ
Translation in other languages :