Meaning : ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ
Example :
ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା
Translation in other languages :
A conically shaped utensil having a narrow tube at the small end. Used to channel the flow of substances into a container with a small mouth.
funnelMeaning : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
Example :
ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
Translation in other languages :
Meaning : ନଳ ଆକୃତିର କୌଣସି ବସ୍ତୁ
Example :
ପଶୁମାନଙ୍କୁ ରୋଗ ହେଲେ ସେମାନଙ୍କୁ ବାଉଁଶ ନଳୀରେ ଔଷଧ ପିଆଇ ଦିଆଯାଏ
Translation in other languages :
Meaning : ବନ୍ଧୁକର ଆଗ ପାଖ ଯାହା ମଧ୍ୟଦେଇ ଗୋଳି ବାହାରି ଥାଏ
Example :
ଗୋଳି ଫୁଟିଲା ପରେ ନଳୀରୁ ଧୂଆଁ ବାହାରୁ ଥିଲା
Synonyms : ବନ୍ଧୁକର ନଳୀ
Translation in other languages :
बंदूक का वह अगला भाग जिसमें से होकर गोली निकलती है।
गोली चलने के बाद नली से धुआँ निकल रहा था।