Meaning : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
Example :
ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
Synonyms : ଅଭିନେତା, ନାଟୁଆ, ପାତ୍ର
Translation in other languages :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।Meaning : ଅଭିନୟ କରିବା ବା ସୁଆଙ୍ଗ ଦେଖାଉଥିବା ପୁରୁଷ
Example :
ସେ ଜଣେ କୁଶଳ ଅଭିନେତା
Translation in other languages :
Meaning : ସମ୍ପୂର୍ଣ୍ଣ ଜାତିର ଏକ ରାଗ
Example :
ନଟ ରାଗରେ ସମସ୍ତ ଶୁଦ୍ଧ ସ୍ୱର ଥାଏ
Synonyms : ନଟ ରାଗ
Translation in other languages :