Meaning : କାହାରିକୁ ନାଚିବା ନିମନ୍ତେ ପ୍ରବୃତ୍ତ କରିବା
Example :
ସେ କାଠକଣ୍ଢେଇ ନଚାଉଛି
Translation in other languages :
Meaning : ନାଚିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଘରେ ଶିଶୁଟିଏ ଜନ୍ମହେଲେ କିଛିଲୋକ ହିଞ୍ଜଡ଼ାଙ୍କୁ ନଚାନ୍ତି
Synonyms : ନର୍ତ୍ତନ କରାଇବା, ନୃତ୍ୟକରାଇବା
Translation in other languages :