Meaning : ଯେଉଁଥିରେ ନାହିଁର ଅର୍ଥ ନିହିତ ଅଛି(ବ୍ୟାକରଣରେ ପ୍ରଯୁକ୍ତ)
Example :
ନାହିଁ, ନା ଆଦି ନକାରାର୍ଥକ ଶବ୍ଦ
Synonyms : ନକାରାର୍ଥକ, ନାସ୍ତିବାଚକ
Translation in other languages :
Meaning : ଯେଉଁଥିରେ ନାହିଁର ଭାବ ଅଛି
Example :
ସେ ମୋ କଥା ଉପରେ ନକାରାତ୍ମକ ରୂପରେ ନିଜ ମୁଣ୍ଡ ହଲାଇ ଦେଲା
Synonyms : ଅସ୍ୱୀକାରାତ୍ମକ
Translation in other languages :
Expressing or consisting of a negation or refusal or denial.
negative