Meaning : କାହାରିକୁ ଧ୍ୱଂସକରିବାପାଇଁ ପ୍ରବୃତ୍ତକରିବା
Example :
କ୍ରୂରରାଜା ସିପାହୀଙ୍କଦ୍ୱାରା ପଡ଼ୋଶୀରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳକୁ ଧ୍ୱଂସକରାଇଲେ
Synonyms : ଉଜାଡ଼ିଦେବା, ନଷ୍ଟକରାଇବା, ବିନାଶକରାଇବା, ସର୍ବନାଶକରାଇବା
Translation in other languages :
किसी को उजाड़ने में प्रवृत्त करना।
क्रूर राजा ने सिपाहियों से पड़ोसी राज्य के सीमावर्ती क्षेत्रों को उजड़वा दिया।