Meaning : ଜଳରେ ସଫା କରିବା କାମ
Example :
ହସ୍ତ ପ୍ରକ୍ଷାଳନ କଲା ପରେ ଆମେ ଖାଇବା ଉଚିତ
Translation in other languages :
Meaning : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
Example :
ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
Synonyms : ପରିଷ୍କାର କରିବା, ସଫାକରିବା
Translation in other languages :