Meaning : ଭାରତର ଉତ୍ତର ପ୍ରଦେଶରେ ପ୍ରବାହିତ ଗୋଟିଏ ନଦୀ ଯେଉଁଟି ଗଙ୍ଗା ନଦୀର ସହାୟକ ନଦୀ ଭାବେ ପରିଚିତ
Example :
ଗୋମତୀ ନଦୀର ବର୍ଣ୍ଣନା ପୁରାଣରେ ମଧ୍ୟ ରହିଛି ଗୋମତୀ ନଦୀର ଲମ୍ବ ନ ଶହ କିଲୋମିଟର
Translation in other languages :
एक भारतीय नदी जो उत्तर-प्रदेश में बहती है और गंगा की सहायक नदी है।
गोमती का वर्णन पुराणों में भी है।