Meaning : ବହୁତ ଘୃଣା ପ୍ରକଟ କରିବା
Example :
ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି
Synonyms : ଛିଛାକର କରିବା, ତିରସ୍କାର କରିବା, ଭର୍ତ୍ସନା କରିବା
Translation in other languages :
बहुत घृणा प्रकट करना।
तुम्हारे कर्मों के कारण ही आज सभी लोग तुझे थुथकार रहे हैं।