Meaning : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
Example :
ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
Synonyms : ପରିଧାନ କରିବା, ପିନ୍ଧିବା
Translation in other languages :
Meaning : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
Example :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
Synonyms : ଚଳାଇବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
Translation in other languages :
किसी निश्चित या विशेष स्थिति आदि में रखना।
कमरे को साफ रखो।Meaning : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
Example :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
Synonyms : ଗ୍ରହଣ କରିବା, ନେବା, ଯାପନ କରିବା
Translation in other languages :