Meaning : ବୋଝବୁହା ଗାଡ଼ି ଆଦିକୁ ମାପିବା ପାଇଁ ପ୍ରଯୁକ୍ତ ବଡ଼ କଣ୍ଟା
Example :
ଏହି ଟୋଲଗେଟର ଧର୍ମକଣ୍ଟା ଖରାପ ହୋଇଯାଇଛି
Translation in other languages :
Platform scale flush with a roadway for weighing vehicles and cattle etc.
weighbridge