Meaning : କୌଣସି ବିଶେଷ କାର୍ଯ୍ୟପାଇଁ ଜମା କରାଯାଇଥିବା ଧନ
Example :
ଗ୍ରାମୀଣ କ୍ଷେତ୍ରରେ ବିକାଶପାଇଁ ଦିଆ ଯାଇଥିବା ଧନରାଶିର ଦୁରୁପଯୋଗ କରାଗଲା
Synonyms : ଫଣ୍ଡ୍
Translation in other languages :
Meaning : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ
Example :
ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?
Translation in other languages :
A quantity of money.
He borrowed a large sum.