Meaning : ଧକ୍କା ମାରିବାପାଇଁ ପ୍ରବୃତ୍ତ କରିବା
Example :
ସେ ଶ୍ରମିକମାନଙ୍କଦ୍ୱାରା ପଙ୍କରେ ପଶିଥିବା ଗାଡ଼ିକୁ ଧକ୍କା ମରାଉଛନ୍ତି
Synonyms : ଠେଲା ମରାଇବା, ଠେଲାଇବା, ପେଲାଇବା
Translation in other languages :
Meaning : ଧକ୍କାଦେବାପାଇଁ ପ୍ରବୃତ୍ତ କରିବା
Example :
ମାଲିକ ଡ୍ରାଇଭରକୁ କହି ତା କାରକୁ ରିକ୍ସାରେ ଧକ୍କାମରାଇଲା
Synonyms : ଧକ୍କା ଦିଆଇବା
Translation in other languages :