Meaning : କୌଣସି ଜୁଆଘରର ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟର ଦେଖାଶୁଣା କରୁଥିବା ସଂସ୍ଥା
Example :
ଜୁଆଡ଼ିମାନଙ୍କଦ୍ୱାରା ଲଗାଯାଉଥିବା ପ୍ରତ୍ୟେକ ସର୍ତ୍ତଉପରେ ଜୁଆଘର ପ୍ରବନ୍ଧନକୁ କିଛି ଲାଭ ହୁଏ
Synonyms : ଜୁଆଘର ପ୍ରବନ୍ଧନ, ଦ୍ୟୁତଗୃହ ପ୍ରବନ୍ଧନ
Translation in other languages :
* किसी जुआघर के प्रबंध संबंधी कामों की देख-रेख करनेवाली संस्था।
जुआड़ियों द्वारा लगाई जानेवाली हर बाजी पर जुआघर प्रबंधन को कुछ लाभ होता है।