Meaning : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା
Example :
ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା
Synonyms : ତଦାରଖ, ନିରୀକ୍ଷଣ, ପର୍ଯ୍ୟୟବେକ୍ଷଣ
Translation in other languages :
Management by overseeing the performance or operation of a person or group.
oversight, superintendence, supervising, supervisionMeaning : ବିବାହ ସମ୍ବନ୍ଧ ସ୍ଥିର କରିବାପାଇଁ ବର ଓ କନ୍ୟାଙ୍କୁ ଦେଖାଇବାର କ୍ରିୟା
Example :
ଦେଖାଚାହାଁ ପରେ ହିଁ ବିବାହ ଦିନ ନିଶ୍ଚିତ କରାଯିବ
Translation in other languages :
विवाह संबंध स्थिर रखने के लिए वर या कन्या को देखने की क्रिया।
बरेखी के बाद ही विवाह का दिन निश्चित किया जाएगा।Meaning : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
Example :
ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
Synonyms : ନିରୀକ୍ଷଣ, ପର୍ଯ୍ୟବେକ୍ଷଣ
Translation in other languages :
Attention and management implying responsibility for safety.
He is in the care of a bodyguard.