Meaning : ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି
Example :
ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
Synonyms : ଦୃଷ୍ଟିକ୍ଷମତା
Translation in other languages :
Meaning : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
Example :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
Synonyms : ଦୃଷ୍ଟି କୋଣ, ନଜର, ବିଚାର
Translation in other languages :
A mental position from which things are viewed.
We should consider this problem from the viewpoint of the Russians.Meaning : ଦେଖିବା କ୍ରିୟା ବା ଢଙ୍ଗ
Example :
ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
Translation in other languages :
The act of directing the eyes toward something and perceiving it visually.
He went out to have a look.Meaning : ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ
Example :
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
Synonyms : ଆଖିଆଗ, ନେତ୍ରଦୃଷ୍ଟି
Translation in other languages :
* आँख का दृष्टि-क्षेत्र या दृष्टि-सीमा या जहाँ तक आँख से देखा जा सकता हो।
मैं उन्हें तब तक देखता रहा जब तक वे मेरी दृष्टि से बाहर नहीं हो गए।Meaning : ଦୃଷ୍ଟି ସମ୍ବନ୍ଧୀୟ ବୋଧ ବା ଅଭିଜ୍ଞତାର ଅବସ୍ଥା
Example :
ତା ପତ୍ନୀର ଦୃଷ୍ଟିବୋଧ ତାକୁ ଯଥାର୍ଥତା ସହିତ ପରିଚିତ କରାଇଲା
Synonyms : ଦୃଷ୍ଟିବୋଧ
Translation in other languages :
* दृष्टि संबंधी बोध या अभिज्ञता की अवस्था।
उसकी पत्नी की दृष्टि ने उसे यथार्थता से परिचित कराया।An instance of visual perception.
The sight of his wife brought him back to reality.