Meaning : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
Example :
ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
Synonyms : ଭାଙ୍ଗିବା
Translation in other languages :
Meaning : ସୂତା ଭଳି ଦୁର୍ବଳ ଓ ପତଳା
Example :
ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା
Translation in other languages :
Meaning : ଯିଏ ଦୃଢ଼ ନୁହେଁ
Example :
କମଜୋର ବସ୍ତୁ ସହଜରେ ଭାଙ୍ଗିଯାଏ
Synonyms : କମଜୋର
Translation in other languages :
Meaning : କ୍ଷୀଣକାୟ ଶରୀର
Example :
ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
Translation in other languages :
Meaning : ଅତି ପତଳା(ଶରୀର)
Example :
ସୂରଜ ଦୁର୍ବଳମୁହାଁ ସୁନ୍ଦର ଯୁବକ
Translation in other languages :