Meaning : ଯେଉଁ ଅବଭୃଥ ଯଜ୍ଞ ବା ସ୍ନାନ ଯାହା କୌଣସି ଯଜ୍ଞର ଶେଷରେ ସେଥିରେ ହୋଇଥିବା ସବୁ ତ୍ରୁଟି ବା ଦୋଷର ଶାନ୍ତି କରିବାପାଇଁ କରାଯାଇଥାଏ
Example :
ଋଷିମାନେ ରାଜାଙ୍କର ଦୀକ୍ଷାନ୍ତ କରାଇଲେ
Synonyms : ଦୀକ୍ଷାଂତ
Translation in other languages :
The public performance of a sacrament or solemn ceremony with all appropriate ritual.
The celebration of marriage.Meaning : କୌଣସି ମହାବିଦ୍ୟାଳୟରେ ପଢ଼ାର ସଫଳତା ପୂର୍ବକ ଶେଷ
Example :
ଏ ବର୍ଷ ଦୀକ୍ଷାନ୍ତ ସମାରୋହରେ ମାନନୀୟ ପ୍ରାଚାର୍ଯ୍ୟ ଭଟ୍ଟାଚାର୍ଯ୍ୟ ମହୋଦୟ ଅଧ୍ୟକ୍ଷତା କରିଥିଲେ
Translation in other languages :