Subscribe
URL of the page has been copied to clipboard.
Meaning : ଡାଲିବଟାକୁ ଗୋଲଗୋଲ କରି ତେଲରେ ଭାଜି ଏବଂ ତାକୁ ଦହିରେ ପକାଇ ତିଆରି କରା ଯାଉଥିବା ମସଲାଦିଆ ଖାଦ୍ୟ
Example : ଦହିବରା ତାର ବହୁତ ପସନ୍ଦ
Synonyms : ଦହିବରା
Translation in other languages :हिन्दी English
दाल की पीठी को गोल-गोल करके तेल में तलकर तथा उसे दही में डालकर बनाया हुआ एक चटपटा खाद्य।
A particular item of prepared food.
Install App