Subscribe
URL of the page has been copied to clipboard.
Meaning : କଚେରୀର ଦପ୍ତରରେ ଯେଉଁ ଅଧିକାରୀ ଫାଇଲପତ୍ର ବା ନଥିଗୁଡ଼ିକୁ ଯଥା ସ୍ଥାନରେ ରଖେ
Example : ଏହି କଚେରୀରେ ତାହାର ବାପା ଦପ୍ତରି ଅଛନ୍ତି
Synonyms : ଦପ୍ତରି
Translation in other languages :हिन्दी
कचहरी के कार्यालय का वह अधिकारी जो मिसलें या नत्थियाँ यथास्थान रखता है।
Meaning : କୌଣସି କାର୍ଯ୍ୟାଳୟରେ କାଗଜପତ୍ରଆଦି ସାଇତିକରି ରଖୁଥିବା ଚପରାସୀ
Example : ଦପ୍ତରୀ ନଆସିବାରୁ କାର୍ଯ୍ୟାଳୟରେ ଅନେକ କାଗଜପତ୍ର ଏଣେତେଣେ ପଡ଼ିଛି
किसी कार्यालय में कागज आदि संभालकर रखनेवाला चपरासी।
Install App