Subscribe
URL of the page has been copied to clipboard.
Meaning : ଦାନ୍ତର ଧାଡ଼ି ବା ଶ୍ରେଣୀ
Example : ଶୁଭ୍ର ଦନ୍ତପଂକ୍ତି ତାଙ୍କ ହସରେ ଅଧିକ ଚମକ ଆଣିଦିଏ
Translation in other languages :हिन्दी
दाँतों की पंक्ति या कतार।
Meaning : ଦାନ୍ତର ପଂକ୍ତି ବା ଧାଡ଼ି
Example : ସୀତାର ଦନ୍ତପଂକ୍ତି ଡାଳିମ୍ବ ଦାନା ଭଳି
Synonyms : ଦନ୍ତାବଳି
दाँतों की पंक्ति।
Install App