Meaning : ଦଣ୍ଡିତ ହେବାର ଯୋଗ୍ୟ କିମ୍ବା ଯାହାକୁ ଦଣ୍ଡ ଦେବା ଉଚିତ
Example :
ଦଣ୍ଡନୀୟ ବ୍ୟକ୍ତିକୁ ଦଣ୍ଡ ମିଳିବା ଉଚିତ
Synonyms : ଦଣ୍ଡ ପାତ୍ର
Translation in other languages :
Meaning : ଯାହାପାଇଁ କାହାକୁ ଦଣ୍ଡ ଦିଆଯିବା ଉଚିତ କିମ୍ବା ଦଣ୍ଡ ଦିଆଯାଇପାରିବ
Example :
ଚୋରୀ କରିବା ଏକ ଦଣ୍ଡନୀୟ ଅପରାଧ
Translation in other languages :