Meaning : ଯେଉଁ ଘରର ଦ୍ୱାର ଦକ୍ଷିଣ ଆଡକୁ ହୋଇଛି
Example :
ମନୋହରକୁ ପଣ୍ଡିତମାନେ ଦକ୍ଷିଣଦୁଆରୀଘରେ ନ ରହିବାକୁ ପରାମର୍ଶ ଦେଲେ
Translation in other languages :
वह घर जिसका द्वार दक्षिण की ओर हो।
पंडितों ने मनोहर को दाक्षिणशाल में न रहने का सुझाव दिया।