Meaning : ଯେଉଁ ବାସନରେ ରଖାଯାଇଥିବା ତରଳ ପଦାର୍ଥର ଉତ୍ତାପ ବହୁତ ସମୟ ପର୍ଯ୍ୟନ୍ତ ସ୍ୱ ଅବସ୍ଥାରେ ରହେ ବା ଉତ୍ତାପ କମ୍ ହୁଏ ନାହିଁ
Example :
ଏହି ଥର୍ମଫ୍ଲାସ୍କରେ ଚା’ ଅଛି
Synonyms : ଥର୍ମଫ୍ଲାସ୍କ
Translation in other languages :
Vacuum flask that preserves temperature of hot or cold drinks.
thermos, thermos bottle, thermos flask