Meaning : ପବନର ବେଗ, ଆଘାତ ଆଦି କାରଣରୁ ପାଣି ଉପରକୁ ଉଠିବା ଓ ତଳକୁ ଖସିବା
Example :
ସମୁଦ୍ରର ପାଣି ସଦାବେଳେ ଦୋଳାୟମାନ ହେଉଥାଏ
Synonyms : ଦୋଳାୟମାନ ହେବା, ପଡ଼ିବା ଉଠିବା, ଲହରେଇବା
Translation in other languages :
हवा के झोंके, आघात आदि के कारण द्रव का अपने तल से कुछ ऊपर उठना और गिरना।
समुद्र का पानी हमेशा लहराता है।