Meaning : ପ୍ରାତଃ,ମଧ୍ୟାହ୍ନ ଏବଂ ସଂଧ୍ୟା ଏହି ତିନି ସନ୍ଧିକାଳ
Example :
ସେ ପ୍ରତିଦିନ ତ୍ରିସଂଧ୍ୟା ସମୟରେ ଉପାସନା କରେ
Synonyms : ତ୍ରିସନ୍ଧ୍ୟା
Translation in other languages :
प्रातः,मध्यान्ह और सायं - ये तीनों संधिकाल।
वह प्रतिदिन त्रिसंध्या के समय उपासना करता है।