Subscribe
URL of the page has been copied to clipboard.
Meaning : ତ୍ୱଷ୍ଟା ନାମକ ପ୍ରଜାପତିଙ୍କର ଜଣେ ପୁତ୍ର
Example : ତ୍ରିଶିରଙ୍କ ବର୍ଣ୍ଣନା ପୁରାଣରେ ମିଳେ
Synonyms : ତ୍ରିଶିର
Translation in other languages :हिन्दी English
त्वष्टा नामक प्रजापति के एक पुत्र।
An imaginary being of myth or fable.
Meaning : ତିନି ଶିଖରଥିବା ପାହାଡ଼
Example : ଏହି ତିନିଶିଖାର ଏକ ଶିଖରରେ ସୁନ୍ଦର ମନ୍ଦିରଟିଏ ନିର୍ମିତ ହୋଇଛି
Synonyms : ତିନିଶିଖା
Translation in other languages :हिन्दी
तीन चोटियों वाला पहाड़।
Install App