Meaning : ଭୀଷଣ ଝଡ଼ ଯେଉଁଥିରେ ଖୁବ ଧୂଳି ଉଡ଼େ ଏବଂ ବର୍ଷା ହୁଏ
Example :
ରାତିରେ ହୋଇଥିବା ତୋଫାନରେ ଧନ ଓ ଜୀବନ ଉଭୟ ବହୁତ କ୍ଷତି ହୋଇଛି
Synonyms : ଝଡ଼
Translation in other languages :
A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.
storm, violent stormMeaning : ଏପରି ଭୀଷଣ ବା ବିକଟ ଅବସ୍ଥା ଯେଉଁଥିରେ ଅନେକ ଲୋକ ଏକତ୍ରିତ ହୁଅନ୍ତି ଅବା ଯାହାଦ୍ବାରା ଅନେକଙ୍କର ପ୍ରଭୂତ କ୍ଷତି ହୁଏ
Example :
ଚତୁଦ୍ଦିଗରୁ ଆର୍ଥିକ ହ୍ରାସର ତୋଫାନ ଆସିଛି
Translation in other languages :