Meaning : ଯେଉଁ ଲିପିରେ ତେଲୁଗୁ ଭାଷା ଲେଖାଯାଏ
Example :
କୁନ୍ନୂରାନୀ ତେଲୁଗୁ ଲିପି ପଢିବାକୁ ଚେଷ୍ଟାକରୁଛି
Synonyms : ତେଲୁଗୁ ଲିପି
Translation in other languages :
वह लिपि जिसमें तेलगू भाषा लिखी जाती है।
कुन्नूरानी तेलुगु पढ़ने की कोशिश कर रही है।Meaning : ତେଲୁଗୁ ଭାଷାର ବା ତା ସହିତ ସମ୍ବନ୍ଧିତ
Example :
ଏହା ବହୁତ ପ୍ରଚଳିତ ତେଲୁଗୁ ଫିଲ୍ମ
Synonyms : ତେଲଗୁ
Translation in other languages :
Meaning : ତୈଲଙ୍ଗ ଦେଶରେ ରହୁଥିବା ବ୍ୟକ୍ତି
Example :
ତୁମେ ଏ ପର୍ଯ୍ୟନ୍ତ କାହିଁକି ତେଲୁଗୁ ଲୋକମାନଙ୍କ ସଂସ୍ଥାରେ ସଦସ୍ୟ ହୋଇନାହଁ
Synonyms : ତେଲଗୁ
Meaning : ତୈଲଙ୍ଗ କ୍ଷେତ୍ରର ବା ତା ସହିତ ସଂବନ୍ଧିତ
Example :
ତେଲୁଗୁ ସଂସ୍ଥାଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବହୁତ ଭଲ ଥିଲା
Synonyms : ତେଲଗୁ