Meaning : ତେଇଶ ବର୍ଷର ବୟସ ବା ଗଣନାରେ ତେଇଶତମ ସ୍ଥାନରେ ଆସୁଥିବା ବର୍ଷ
Example :
ତାଙ୍କ ପୁଅକୁ ତେଇଶ ପୁରିଲା
Synonyms : ତେଇଶ ବର୍ଷ
Translation in other languages :
+गणना में तेईस के स्थान पर आने वाला साल।
उसके लड़के का तेईसवाँ चल रहा है।A period of time occupying a regular part of a calendar year that is used for some particular activity.
A school year.Meaning : କୌଣସି ଇଂରେଜୀ ମାସର ତ୍ରୟୋବିଂଶତିତମ ଦିନ ପଡ଼ୁଥିବା ତାରିଖ
Example :
ଏମାସ ତେଇଶ ତାରିଖରେ ରମେଶ ବିଦେଶରୁ ଆସୁଛି
Synonyms : ତେଇଶ ତାରିଖ