Meaning : ଏକ ଔଷଧୀୟ ଗଛ
Example :
ତିନିପତରିଆର ପତ୍ର ତିନି ଭାଗରେ ବିଭକ୍ତ ହୋଇଥାଏ ଓ ସେଥିରେ ଛୋଟ ଛୋଟ ଫୁଲ ଧରେ
Synonyms : ତିନିପତରିଆ ଗଛ
Translation in other languages :
Meaning : ଯେଉଁ ଗଛର ପତ୍ରଗୁଡ଼ିକ ସମାନ ଭାବରେ ତିନି ଭାଗରେ ବିଭକ୍ତ ହୋଇଥାଏ
Example :
ତିନିପତରିଆର ପତ୍ର ଶାଗରୂପେ ବ୍ୟବହାର କରାଯାଏ
Translation in other languages :