Subscribe
URL of the page has been copied to clipboard.
Meaning : ଏକ ପ୍ରକାର ସୁନ୍ଦର ପର ଥିବା ପକ୍ଷୀ
Example : ପଦଶବ୍ଦ ଶୁଣିବା କ୍ଷଣି ତିତ୍ତିର ଉଡ଼ି ଗଲା
Synonyms : ତିତ୍ତିରି
Translation in other languages :हिन्दी
एक प्रकार का सुंदर परों वाला पक्षी।
Meaning : ଗୋଟିଏ ପକ୍ଷୀ ଯାହାକୁ ଲଢ଼ାଇ ନିମନ୍ତେ ଏବଂ ମାଂସ ପାଇଁ ପୋଷାଯାଏ
Example : ଆମେ ମେଳାରେ ତିତ୍ତିର ଲଢ଼େଇକୁ ଉପଭୋଗ କଲୁ
Synonyms : କପିଞ୍ଜଳ, ତିତିର, ତିତ୍ତିରି
Translation in other languages :हिन्दी English
एक पक्षी जो लड़ाने के लिए और मांस के लिए पाला जाता है।
Heavy-bodied small-winged South American game bird resembling a gallinaceous bird but related to the ratite birds.
Meaning : ଏକ ପ୍ରକାର ବଟେର ପକ୍ଷୀ
Example : ତିତ୍ତିର ପକ୍ଷୀ ବାଦାମୀ ରଙ୍ଗର
Synonyms : ତିତିରି, ତିତ୍ତିରି
एक प्रकार की बटेर।
Brown-speckled European lark noted for singing while hovering at a great height.
Install App