Meaning : ଏକ ଦ୍ରାବିଡ଼ ଭାଷା ଯାହା ବହୁ ପ୍ରାଚୀନ କାଳରୁ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ତାମିଲମାନଙ୍କଦ୍ୱାରା କୁହାଯାଏ
Example :
ସେ ଦୁଇଜଣ ତାମିଲରେ କଥାବାର୍ତ୍ତା କରୁଛନ୍ତି
Synonyms : ତାମିଲ
Translation in other languages :
The Dravidian language spoken since prehistoric times by the Tamil in southern India and Sri Lanka.
tamil