Subscribe
URL of the page has been copied to clipboard.
Meaning : ଗୋଟିଏ ଛନ୍ଦ ଯାହାର ପ୍ରତ୍ୟେକ ଚରଣରେ ତିରିଶଟି କରି ମାତ୍ରା ଥାଏ
Example : ତାଟକର ପ୍ରତ୍ୟେକ ଚରଣର ଶେଷରେ ମଗଣ ହୁଏ
Synonyms : ତାଟକ ଛନ୍ଦ
Translation in other languages :हिन्दी English
एक छंद जिसके प्रत्येक चरण में तीस मात्राएँ होती हैं।
(prosody) a system of versification.
Meaning : କାନରେ ପିନ୍ଧା ଯାଉଥିବା ଫୁଲ ଆକାରର ଗୋଟିଏ ଗହଣା
Example : ସୀତା ତାଟକ ପିନ୍ଧିବାକୁ ପସନ୍ଦ କରେ
Synonyms : କର୍ଣ୍ଣପୂର, କାନକାପ, କାନଫୁଲ ବିଶେଷ, ତାଟଙ୍କ, ତାଡ଼କ
कान में पहनने का फूल के आकार का एक गहना।
Jewelry to ornament the ear. Usually clipped to the earlobe or fastened through a hole in the lobe.
Install App