Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ତାଗିଦ୍ କରିବା from ଓଡ଼ିଆ dictionary with examples, synonyms and antonyms.

ତାଗିଦ୍ କରିବା   କ୍ରିୟାପଦ

Meaning : କାହାକୁ କୌଣସି କାମ କରିବାରେ ସେମାନଙ୍କୁ କିଛି କହିକରି ଅଟକାଇବା ବା ସେମାନଙ୍କୁ କିଛି ପଚରାଉଚରା କରିବା

Example : ଶିକ୍ଷକ ଛାତ୍ରମାନଙ୍କର ବିକୃତ ହସ୍ତାକ୍ଷର ଦେଖିକରି ସେମାନଙ୍କୁ ତାଗିଦ୍ କଲେ

Synonyms : ହସ୍ତକ୍ଷେପ କରିବା


Translation in other languages :

किसी के कोई काम करने पर उसे कुछ कहकर रोकना या उससे कुछ पूछ-ताछ करना।

शिक्षक ने विद्यार्थी की विकृत लिखावट देखकर उसे टोका।
टोकना

Interfere in someone else's activity.

Please don't interrupt me while I'm on the phone.
disrupt, interrupt