Meaning : ଭାରୀ ବସ୍ତୁଆଦିକୁ ଦୀର୍ଘସ୍ଥାୟୀକରି ରଖିବାପାଇଁ ତା ତଳେ ଲଗାଯାଉଥିବା କାଠ
Example :
କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ୍କା ଲଗାଅ
Translation in other languages :
A support placed beneath or against something to keep it from shaking or falling.
propMeaning : କୋହ୍ଲୁରେ ଉପର ଆଡ଼କୁ ଲଗା ଯାଇଥିବା କାଠ
Example :
କୋହ୍ଲୁ ଚଳାଇବା ପୂର୍ବରୁ କୃଷକ ପ୍ରଥମେ ଢେଙ୍କାକୁ କସ୍ କରୁଛି
Translation in other languages :