Subscribe
URL of the page has been copied to clipboard.
Meaning : ଡେଙ୍ଗୁରା ବଜାଇ ଅଧିକାରୀରୂପେ କିଛି ଘୋଷଣା କରୁଥିବା ବ୍ୟକ୍ତି
Example : ଡେଙ୍ଗୁରାବାଲା ଡେଙ୍ଗୁରା ପିଟିବାମାତ୍ରେ ହିଁ ଗାଆଁ ଲୋକେ ଏକାଠି ହୋଇଗଲେ
Synonyms : ଧେଣ୍ଡୁରାବାଲା
Translation in other languages :हिन्दी English
ढिंढोरा बजाकर आधिकारिक रूप से कोई घोषणा करनेवाला व्यक्ति।
(formerly) an official who made public announcements.
Install App