Meaning : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
Example :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
Synonyms : ଆଦର୍ଶ, ଉଦାହରଣ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
Translation in other languages :
A model considered worthy of imitation.
The American constitution has provided a pattern for many republics.Meaning : ଆଳଙ୍କାରିକ ବା କଳାତ୍ମକ କୃତି
Example :
ଏହି କନାରେ ହୋଇଥିବା ଡିଜାଇନ ଆକର୍ଷକ ହୋଇଛି
Synonyms : ନକ୍ସା
Translation in other languages :
Meaning : ଗୋଟିଏ ବ୍ୟବସ୍ଥିତ ଯୋଜନା ବା ପ୍ରାରୂପ
Example :
ଏହି ଚାବିର ଡିଜାଇନ ଠିକ ନାହିଁ
Synonyms : ପ୍ରାରୂପ
Translation in other languages :