Subscribe
URL of the page has been copied to clipboard.
Meaning : ଡାକରେ ଚିଠି ବା କୌଣସି ବସ୍ତୁ ପଠାଇବାରେ ହେଉଥିବା ଖର୍ଚ୍ଚ
Example : ଏହି ଜିନିଷ ପଠାଇବାପାଇଁ ଶହେଟଙ୍କା ଡାକଖର୍ଚ୍ଚ ଲାଗିବ
Synonyms : ଡାକବ୍ୟୟ, ଡାକମାସୁଲ
Translation in other languages :हिन्दी
डाक से कोई पत्र या वस्तु भेजने पर होनेवाला व्यय।
Install App