Meaning : ଆମେରିକାରେ ପ୍ରଚଳିତ ମୁଦ୍ରା
Example :
ଗୋଟିଏ ଆମେରିକୀୟ ଡଲାର ପ୍ରାୟ ଭାରତୀୟ ପଚାଶ ଟଙ୍କା ସହ ସମାନ
Synonyms : ଆମେରିକୀୟ ଡଲାର
Translation in other languages :
अमरीका में चलने वाली मुद्रा।
एक अमरीकी डालर लगभग पचास भारतीय रुपयों के बराबर होता है।The basic unit of money in the United States.
united states dollarMeaning : ଆମେରିକା, କାନାଡ଼ା ଆଦି ଦେଶମାନଙ୍କରେ ଚଳୁଥିବା ମୁଦ୍ରା
Example :
ଡଲାରର ମୂଲ୍ୟ ଟଙ୍କା ତୁଳନାରେ ବଢ଼ୁଛି
Translation in other languages :
The basic monetary unit in many countries. Equal to 100 cents.
dollar