Meaning : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା
Example :
ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି
Translation in other languages :
Meaning : ଆଘାତ ପାଇ ପ୍ରବେଶ କରିବା
Example :
ଅତି କଷ୍ଟରେ କାନ୍ଥରେ କଣ୍ଟା ଠୁକିଲି
Synonyms : ପିଟିବା, ପ୍ରବେଶ କରାଇବା
Translation in other languages :