ମାନଦଣ୍ଡ (ବିଶେଷ୍ୟ)
ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
ଉପଯୁକ୍ତ ମାତ୍ରା (ବିଶେଷ୍ୟ)
ଯେଉଁ ମାତ୍ରା ବଦଳେ ନାହିଁ ବା ଅପରିବର୍ତ୍ତିତ ରହେ
ଶବ୍ଦକୋଷ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଔରଙ୍ଗଜେବ (ବିଶେଷ୍ୟ)
ଯେଉଁ ମୋଗଲ ଶାସକ ଶାହାଜାହାନଙ୍କ ପୁତ୍ର ଥିଲେ
ଅନୁଚ୍ଛେଦ (ବିଶେଷ୍ୟ)
ନିୟମାବଳୀ,ବିଧାନ, ଜ୍ଞାନ ଆଦିର କୌଣସି ଏକ ବିଶିଷ୍ଟ ଅଙ୍ଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ଉପରେ ବିବେଚନା ହୋଇଥାଏ
ଅସ୍ମିତା (ବିଶେଷ୍ୟ)
ମୁଁ ଅଛି ବା ମୁଁ କରୁଛିର ଭାବନା
ଯାତାୟତ (ବିଶେଷ୍ୟ)
କୌଣସି ବାହାନ ଆଦିଦ୍ୱାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବାର କ୍ରିୟା
ପ୍ରଧାନ ଶିକ୍ଷୟତ୍ରୀ (ବିଶେଷ୍ୟ)
କୌଣସି ବିଦ୍ୟାଳୟ ବା ମହାବିଦ୍ୟାଳୟର ସର୍ବପ୍ରଧାନ ଅଧିକାରିଣୀ ଯାହାଙ୍କ ଅଧୀନତାରେ ସମସ୍ତ ପ୍ରାଧ୍ୟାପକ ବା ପ୍ରାଧ୍ୟାପିକାମାନେ କାମ କରନ୍ତି
ସୁରଭି (ବିଶେଷ୍ୟ)
ପୁରାଣାନୁସାରେ ଯେଉଁ ଗାଈ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ