Meaning : ଦୁଇ କିମ୍ବା ଚାରି ଖେଳାଳିମାନଙ୍କଦ୍ୱାରା ଖେଳା ଯାଉଥିବା ଏକ ଖେଳ ଯେଉଁଥିରେ ଛୋଟ ବଲକୁ ଏକ ଉପକରଣ ସହାୟତାରେ ମାରି ଜାଲର ଅନ୍ୟ ପାଖକୁ ପଠାଯାଏ
Example :
ସୁଗ୍ରୀବ ଭଲ ଟେନିସ ଖେଳାଳି
Translation in other languages :
A game played with rackets by two or four players who hit a ball back and forth over a net that divides the court.
lawn tennis, tennis