Meaning : ଯେଉଁ ତେଜିଆନ ଝଡ଼ ସହିତ ବର୍ଷାବି ହୁଏ
Example :
ହସ୍ତା ନକ୍ଷତ୍ର ଚଳିବାରୁ ଝଞ୍ଜା ଆରମ୍ଭ ହୋଇଗଲା
Synonyms : ଝଞ୍ଜାବାତ, ପ୍ରବଳ ଝଡ଼ବାତ୍ୟା
Translation in other languages :
A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.
storm, violent stormMeaning : ବହୁତ ତୀବ୍ର ବା ତେଜ
Example :
କାଲିର ଝଡ଼ବତାସ ହୃଦୟକୁ କମ୍ପାଇ ଦେବାଭଳି ଥିଲା
Synonyms : ଝଞ୍ଜାବାତ, ଝଡ଼ବତାସ, ପ୍ରବଳ ଝଡ଼ବାତ୍ୟା
Translation in other languages :